**** କାର୍ଗିଲ ବିଜୟ ଦିବସ ****
ଅଣେଇଶ ଶହ ଅନଶତ ମ‌ସିହା
ଆଜିକା ଦିନ ଟିଏ
ପାର୍କ ହିନ୍ଦୁସ୍ଥାନ ଭିତରେ
ଭୟାବହ ଯୁଦ୍ଧ ଚିର ଅସ୍ମରଣୀୟ 
ପୁଣି ଥରେ ମନେ ପକାଇ ଦିଏ।

ପୁଛିଥିଲା କେତେ ନାରୀର ମଥାରୁ ସିନ୍ଦୁର
ବାହୁରେ ବାହୁନେ ବାପା ସଜକରୁଥିଲା
ତା ପୁଅ ପାଇଁ ମସାଣିର ଯୁଗାଡ
ଛାତିଫଟା ତାର ମା'ର ମମତା 
ପ୍ରତିକ୍ଷଣେ ତାକୁ ସୁମରେ
ଧନ ଧନ କହି ରଡି ଛାଡୁଥାଏ
ଟିକିଶିଶୁ ଟି ତାକୁ ଝୁରେ।

କେତେ ବଲି  ଦେଲେ
କେତେ ସରି ଗଲେ
କାର୍ଗିଲ ଉପରେ କଲେ ବିଜୟ ଭାରତମାତାର ତ୍ରିରଙ୍ଗା ଉଡିଲା
ସର୍ବ ସ୍ମରଣୀୟ ହେଲା ଏ ଦିନଟି 
ଦେଶପ୍ରେମୀ ବୋଲି ରଖିଗଲା
ତାଙ୍କ ଅମର ବଳିଦାନର ସୁ  ଫଳଟି।

ଭାରତ ମାତା କି ଜୟ
ଜୟ ଜବାନ ଜୟ କିଷାନ

ସରସ୍ବତୀ ସାଲିମା
ସମ୍ବଲପୁର