💐💐  "ରଜ ପର୍ବ" 💐💐
*****************************
ନୀଳ-ଗଗନରୁ ପଡଇ
ଵିନ୍ଦୁ ବିନ୍ଦୁ ଜଳଧାରା ,
ଦିଶଇ ଆମକୁ ଉଜ୍ଜ୍ବଳ
ଖଣ୍ଡ ଖଣ୍ଡ ହୀରା। (୧)
ରଜ ପରେ ପରେ
ଆସଇ ବରଷା,
ଚାଷୀ ମନେ ଜାଗଇ
ଚାଷ ପାଇଁ ଭରସା। (୨)
ଚତୁର୍ଦ୍ଦିଗରୁ ଶୁଭେ
ବରଷାର ସୁ ସୁ ଗାନ,
ପୁଲକିତ ଗଛଲତା
ପିନ୍ଧଇ ସବୁଜ ବସନ। (୩)
ବରଷାର ଆଗମନେ
ଉଡେ ଝରିପୋକ ,
ମଣ୍ଡୁକ ଆହାର କରି
ମାରେ ତାର  ଭୋକ। (୪)

*************************
ନାମ-ଅମୃତାଂଶୁ  ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450