🎉🎊ଆସିଛି ରଜ 🎉🎊

ରଜ ଆଗ ଦିନ ସଜ ବାଜ 
ଚଲ ମିଳିମିଶି ହେବା ସଜ 
ତେଲ ହଳଦୀ କରଲୋ ସଜ 
ତ ପରେ ଆସିବ ପହିଲି ରଜ 

ସଖାଳୁ ଗାଧୋଇ ହୋଇବା ସଜ 
ନୂଆ ଡ୍ରେସ ପିନ୍ଧିକି ହୋଇବା ସଜ 
ପାଦରେ ଅଳତା ମଥାରେ ଚନ୍ଦନ ସାଜ 
ହାତରେ ଚୁଡ଼ି ଲୋ ପାଦରେ ପାଉଁଜି ସଜ 

ଚଲା ଜିବା ଦୋଳିକୁ କରିବା ସଜ 
ଦୋଳି ଝୁଲୁଥିବା ଗାଈ ରଜ ଗୀତ 
 ରଜ ପାନର ତ  ଅଲଗା ମଜା 
ତାସାଥିରେ ପୁଣି ପିଠା ର ମଜା 

ତାପରେ ଆସିବ ଦ୍ୱିତୀୟ ରଜ 
ଗାଁ ଗାଁ ବୁଲି କେତେ କରିବା ମଜା 
ଆମ୍ବ ପଣସ ଖଜୁରୀ ଭଳି କି ମଜା 
ତାପରେ ଆସିବ ଲୋ ଶେଷ ରଜ

କେତେ କେତେ ଖେଳ ହୋଇବ ସଜ 
ଲୁଡୁ ପାଲି ସାଙ୍ଗେ ତାସ ର ମଜା 
କବାଡି ଖେଳଟା ଆହୁରି ମଜା 
ରଜ ସରିଲା ଘରକୁ ଯିବାକୁ ହୁଅଲୋ ସଜ 

ପଦ୍ମାଳୟା ସାମାଲ 
ବଡପଡା 
କେନ୍ଦ୍ରାପଡ଼ା