ରଜ
ଆଗୋ ମାଆ ବୁହେନ ବହ ବୁଆସେନ ଯେତେ ଅଛ ଦୁଲିଠାନେ।
ନୂଆ ବର୍ଷେ ରଜ କରିଛେ ମଉଜ ଖେଲୁଥିମା ମନେ ମନେ।
ଧରତି ମାଆର ଇ ରଜ ଲାଗି ପହଲି ପଡ଼ସି ବିହନ।
କୁଆରି ମନଙ୍କର ମନ ଛନ୍ନ ଛନ୍ ହେଉଥିସି ମନେମନ।
କୁଆଁରୀ ତିହାର ଇ ରଜ ପରବ ଗୋ ସବକିରି ଇଛା ମନ।
କୁଆରୀ ଝି ର ହେଉଥିସି ଗୁନେ ବଢ଼ୁଥିସି ଗୋ ଉଛନ୍ନ।
ସାଜି ସୁଜା ହେଇ ରଜ ଦୁଲି ଠାନେ ଖେଲୁଥିସନ ଦୁଲିଝୁଲା।ରଜେ ଦେଖୁଥିସନ ନୂଆ ନୂଆ ସପନ ସଁସାରେ କରବେ ଲୀଲା।ଆଶା ବହୁଥିସି କୁଆଁରି ଝିର ଆଇବା ସାଲର ସେ କଥା ପାଊଥିମା ହସି ଆଇବା ସାଲେନେନୁଆ ହାତେ ନୂଆଘଏତା।
ସାଥୀ ଗୁଟେ ଲାଗି ମନ ତରସୁ ଥିସି ପାଇମି ବୋଲି ତାର ଇଛା।
ରଜଦୁଲି ଠାନେ ମନେ ମନେ ଗୁନେ କରୁଥିସି ମନ ପରଛା।
ବାରମାସ ଚକା କିନ୍ଦିରି ଯାଇସି ଆଷାଢ଼ ମାସେ ହେସିଠିଆ।
ଭୂମିରଜବତୀ ଖୁସିର ପାଇଛେ ରହିଛେ ମଉଜେ ନାଆ।
ସ୍ତିରୀ ରଜବତୀ ମାସକେ ଥରେ ଭୂମିରଜବତୀ ବରଷେ ହେଲେ।
ରଜ ସଂକରାନ୍ତି ଦିନେ ନଂଗଲ ଜୁତା ଖେତ ବାଢ଼ି ଯିବା ମନା।
କୁଆରୀ ମନକର ପୁଚି ଖେଲା ହେସି କରୁଥିସନ ପିଠା ପନା।
ବାହାଳେ ଆଇଛେ ହାତୀ।ଗୋ ସଜନୀ ଖେତେନେ ଫୁଟିଛେ ଛତି। କନ୍ଦାବୋବା କରେ କୁଆରୀ ଝିଆରୀ ପାଇବାକେ ଘଏତ ପତି।
କୁମରମଣି ରଣା
ମହୂଲଭଟା ,ନୂଆପଡ଼ା
ପିନ766105
0 Comments