::ଗୁରୁ ହିଁ ଈଶ୍ଵର::
  ଗୁରୁ ହିିଁ ଈଶ୍ଵର ଗୁରୁ ମହାଦେବ
     ଗୁରୁ ହିଁ ପରମ ତପ
     ଗୁରୁବିନା କିଛି ମୂଲ୍ୟ ନାହିଁ ଏଠି
     ତାଙ୍କୁ ସବୁବେଳେ ଜପ ।
    ପଥପ୍ରଦର୍ଶକ ଅଟନ୍ତି ଆମର
     ରାସ୍ତା ଦେଖାଇବା ପାଇଁ
       ଭୁଲ କଲେ ଭଲ ବାଟକୁ ଆଣନ୍ତି
   ତାକୁ ଭୁଲିବା କାହିଁ ।
    ଗୁରୁ ଯେ ଭଲ ବନ୍ଧୁ ଅଟନ୍ତି
    ଗୁୁରୁ ହିଁ ପିତାମାତା
     ଗୁରୁ ପରଂବ୍ରହ୍ମ ଗୁରୁ ଇଶ୍ଵର
   ଗୁରୁ ହିଁ ସର୍ବ ଶିକ୍ଷ୍ୟା  ।
    ଗୁରୁ ଆଶୀର୍ବାଦ ଥାଏ ଯା ଉପରେ
   ଆଗକୁ ସର୍ବଦା ବଢେ
   ନିସ୍ଖଳ ବ୍ୟକ୍ତିଙ୍କ କଥାରେ ନ ପଡି
   ଜୀବନ ଜଞ୍ଜାଳ ଗଢେ ।
   ଲଉଡି ବିନା ଅନ୍ଧ ଯେପରି
   ନିଃସହାୟ ମନେ କରେ
ଗୁରୁବିନା ଶିଷ୍ୟ ଠିକ୍ ସେମିତି
   ଆଗକୁ ନ ବଢି ପାରେ ।।

      ଭାଗ୍ୟବନ୍ତ ମହାଲିଙ୍ଗ
    କପିଲ ବାହାଲ /ରେଙ୍ଗାଲି
    ଲୋଇସିଂହା / ବଲାଙ୍ଗିର
ମୋ,,8917248391