:: ମୋ ଜନ୍ମଭୂମି ::
ମୋ ଜନ୍ମଭୂମି ମୋ ପାଇଁ 
ସ୍ୱର୍ଗ ଠୁ ବଡ଼।
ଗଙ୍ଗା ଯେ ଦେଶେ 
ଯମୁନା ଯେ ଦେଶେ ବହେ
ସେଇ ମା କୋଳରେ ଜନ୍ମ ମୋହର ସେ କି ଗୌରବ ନୁହେଁ .......।
ହିମାଳୟ ଯାର ମଥାର
ମୁକୁଟ।
ବହୁ ବୀର ରଖିଛନ୍ତି ଏ ଦେଶର ଟେକ।
ସବୁବେଳେ ଶାନ୍ତି ର ବlରତା ଦିଏ।
ଗାନ୍ଧୀ ଗୋପାବନ୍ଧୁ, ନେତାଜୀ ପରି ବୀର ପାଇଁ 
ଏ ମାଟି ଗର୍ବିତ।
ଏ ପୁଣ୍ୟ ଭାରତ ରେ ମୋର ଜନ୍ମ ।
ଏ ଦେଶ ,ମାଟି ପାଇଁ କିଛି 
କରିଯିବି ଏତିକି ମୋର ଅନ୍ତିମ ଇଚ୍ଛା ପ୍ରଭୁ ପାଦ  ତଳେ।

-ରୀତା ଅପରlଜିତା ମହାନ୍ତି
-----ପ୍ଲଟ ନ -୮୩ ,ଆମ୍ରପଲ୍ଲୀ ଭୁବନେଶ୍ବର -୨୧