କୃଷକ
*************************
ତା ପାଦରେ ହଳେ ଜୋତା ନାହିଁ
ମୁଣ୍ଡ ଗୁଂଜୀ ପାଇଁ ଛାତ ନାହିଁ
କି ଶୋଇବା ପାଇଁ  ଘଟ ନାହିଁ  
ତଥାପି ନିଜକୁ ପ୍ରସ୍ତୁତ କରିଛି
ଏ ଦେଶ ପାଇଁ ଆଉ ଏ ଦେଶର
ଦେଶବାସୀଙ୍କ ପାଇଁ
ଉପାସରେ ନିଜ ଅସମ୍ଭାଳ
ହେଲେ ଖଟୁ ଥାଏ ଦିନରାତି ମୂଲ ଲାଗି
ନିଜ ଭୋକର ନିଆଁକୁ ମାରି
ସମ୍ଭାଳି ନିଏ ପୁରା ଦେଶକୁ
ତା'ର ଅବଦାନ ନୁହେଁ କମ୍
ଏ ଦେଶ ପାଇଁ
ସେ ଅଛି ତ ଏ ଦେଶ ଅଛି
ଏ ଦେଶର ପୁଅଝିଅ ଅଛି 
ନଚେତ୍ ଭୋକର
ବିକଟାଳ ରଡିରେ ସାମଧି
ନେଇଥାନ୍ତା ଏ ଦେଶ
ଅନାହାରରେ ଜ୍ବାଳାରେ
ଛଟପଟ ହୋଇ ଜୀବନ 
ହାରି ଥାନ୍ତା ଏ ମଣିଷ ସମାଜ।

      ଅର୍ଚ୍ଚନା ଦେଓ
  ଯାଜପୁର, ବାରଗଡ଼ିଆ