-❤"ସମ୍ପର୍କ"❤
ଭାଂଗିଛି ଯେଉଁଠି ଯୋଡି ହେବ ପୁଣି ସେଇଠି,
ସମୟ ପାଖେଇ ଆସୁଛି। (୧)
ପଶ୍ଚିମ ଆକାଶେ ରବି ଉଇଁବ,
ହେବ ଗୋଟେ ନୂଆ ଚମତ୍କାର । (୨)
ରକତ କରିଛି ଯେଉଁଠି ପର,
ପୁଣି କରିବ ସିଏ ନିଜର । (୩)
ନବୀନ ହେବ ଚିନ୍ତାଧାରା ସବୁ,
ଯୋଡି ହେବ ପୁଣି ଛିଣ୍ଡା ବନ୍ଧନ। (୪)
ଛାତି ତଳ ଦୁଃଖ ସବୁ ଧୋଇଯିବ,
ମାଡିଆସିବ ଖୁସିର ଲହରୀ। (୫)
ଶଙ୍ଖ ଶବଦେ ଥରିବ ମନ ହୃଦୟ,
ମାନ ଅପମାନ ଭୁଲି ପୁଣି ଏକାଠି ହେବେ ସମସ୍ତେ। (୬)
💐💐💐💐💐💐💐💐💐💐💐
ନାମ-ଅମୃତାଂଶୁ ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450
0 Comments