- - - ରାକ୍ଷୀ -----

     ରେଶମୀ ଡୋରି ନୁହଁ
ପ୍ରୀତିର ବଂଧନ ଅଟେ  ସେ
ମନେପକାଇଦିଏ ସିଏ
ଭାଇଲୋ ଆଗେ ସୁରକ୍ଷିତ ରହ
ଆହା ପଦେ କହି ଛିଡା ହବୁ ନିଶ୍ଚେ
ମୁଁ ତତେ ଦରକାର କଲା ବେଳେ ତ।
&&&&&&&&&&&&&&&&&

ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ