"ଦେଶ ପ୍ରେମୀ"
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଯେଉଁ ଦେଶର ମାଟି ପାଣି ପବନେ
ଗଢା ମୋ ଶରୀର ଯାହାର କୋଳେ
ବଢିଲି ଖାଇତା ଅନ୍ନ ଜଳ ା
ଯାହା ମାଟି ରେ ଖେଳୀଲି ଧୂଳି
ଯାହାକାନନେ ଖାଇଲି କୋଳି
ଝରଣା ଦେଲା ତା' ଶୀତଳ ଜଳ
ଯେଉଁ ମାଆ ମାଟି ସହିଗଲା
ମୋର କେତେ ଯେ ଅତ୍ୟାଚାର ା
ସେତ ମୋର ଦେଶ ସେହି ମୋ ଭବିଷ୍ବତ ା
ତା' ପାଇଁ ଆଜି ଜୀବନ ଦେବିନାହିଁତ ତିଳେଡର
ମୁଁ ତା ' ସନ୍ତାନ ସେମୋ ମାଆ ମୋର ା
ନାହିଁତ ତିଳେ ଡର ା
ଦେଶ ପ୍ରେମ ଯା ହ୍ରୁଦେ ହେଲା ଜାତ
ସେତ ହେଲା ବୀର ଭାରତ ମାତା ର ସୁତ ତା' ସେବାରେ ତା'ରକ୍ଷାରେ
କାମେ ରହିଲା ଅବିରତ ା
ଆଗେ ବଢିଲା ତ୍ୟାଗିଲା ସବୁ
ଘରଦ୍ବାର ଶଖା ସହୋଦର
ହେଲା ଭିକାରୀ ଜୀତିଲା ହ୍ରୁଦୟ ଗଡ ଦେଶର ହିତେ ଭାଗିଂଲା ଲୁହା ରବାଡ ା
ମାଆଟି ମାଆ କୁ ଭଲପାଇଲା
ଢାଳିଲା ଲୁହ ଧାର ଦେଶ ପ୍ରେମୀ ହୋଇ ପ୍ରାଣଯେ ଦେଲା ତା'ପରି କେହି ନୁହ ା
ଖାଇଲାଗୁଳି ଚଢିଲାଶୁଳୀ
ଭୋଗିଲା ଜେଲ୍ ସହିଲା ଅତ୍ୟାଚାର
ବଣ ପରବତେ ବୁଲି ରହିଲା
ଜୀବନକୁ ତିଳେ ନକରି ଖାତର
ସେତଆମ ସୀମାନ୍ତ ସରଦାର ା
ହେଲା ଯେ ସହିଦ ଦେଲା ସ୍ବାଧୀନ
ପାଇଲା ନାହିଁ ଇନାମ ପାଇଲା ଶେଷେ ଇଂରେଜ ଠୁକେତେ ବଦ୍ନାମ
ସେତ ଦେଶ ପ୍ରେମି ନମ୍ବରୱାନ୍ ାା
ଶୋଭାଗିନୀ ନନ୍ଦ
ଜୟପୁର ( କୋରାପୁଟ)
0 Comments