::ଗୁରୁ ହିଁ ଇଶ୍ବର::
ଗୁରୁ ମୋର
ଜାଣି ନଥିଲି କାହାକୁ
ଭୂମିଷ୍ଠ ହେଲା ପରେ
କହିଲ ଏଇଟା ଭବ ସଂସାର
ଇଏ ତୋର ବାପା
ଆଉ ଆମ ସବୁ ନିଜ ଲୋକ।
ଶିଖଇଲ ମୋତେ ବ୍ରହ୍ମା, ବିଷ୍ନୁ, ମହେଶ୍ବର
ଅ ଆ ଇ
123
ପଣିକିଆ
ଆଉ କେତେ କଣ?
ଆଜି ସ୍ନାତକ ପରେ ଭାବୁଛି
ବୋଉ ମୋର କଣ ନ
କରିଥିଲା ମ ତ!
ବୋଉ ମୋର ଜୀବନ୍ତ ଠାକୁର
ମୋ ଗୁରୁ ସେ ହିଁ ଇଶ୍ବର।
&&&&&&&&&&&&&&&&
ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ
0 Comments