କୃଷକ
############
ଚସା ଲକ୍ଷେ ପୁସା ନାଁ ଟା ପାଇଛେ
କାମ ଟା ମୋର ଚାସ ା
ଦେସ ର ସୁଖ ଲାଗି କାମକରୁଥିସି
ଫଟାଘରେ କରି ବାସ ା
ମାଟିମାଏଟ ହେଇ ଜୁଗେଇଥିସି ମୁଇଁ
ଲୋକ କୁ ଖାଏଦ୍ ପିନ୍ଧନପଟା
ମୋର ଘରେ ପଛେ ନାଇଜଲୁ ଚୁଇଲ
ମୋର ଛୁଆ ପିନ୍ଧୁନ ପଛେ ଫଟା ା
ମୋର ବାହାବଲେ କ୍ଷେତେ ସୁନାଫଲେ
ମେଟୁଛେ ଦେସ ର ଭୋକ୍ ା
ହିନ ଭାବୁଥିଲେ ଭାବୁଥଉନ ମତେ
ବଡବଡିଆ ଲୋକ୍ ା
ନାଇକରେ ଦୁଖ୍ ସେବା ଥିଁ ମୋର ସୁଖ
ପାଇଛେ ବଢେଟେ ମାନ ୍
ଶାସ୍ତ୍ରୀପ୍ରଧାନମନ୍ତ୍ରି କହିଦେଇ ଗଲେ
ଜଏଜବାନ୍ ଜଏ କିସାନ୍
ଜଏ ଜବାନ୍ ଜଏ କିସାନ୍ ା
----------------------------------------
ଟୁକୁପ୍ରିୟବ୍ରତ ପଣ୍ଡା
ବାଲିପଟା ପାଟଣାଗଡ
ବଲାଙ୍ଗିର
୯୩୩୭୧୮୨୨୩୫
0 Comments